ଭଲପାଏ ବୋଲି କହି ପାରେ ନାହିଁ
ଦିନେ ନଦେଖିଲେ ରହି ପାରେ ନାହିଁ
ଏମିତି ସେ ଝିଅ ଚାନ୍ଦ ପରି ମୁହଁ
ପ୍ରେମର ଋତୁରେ ସତେ ବସନ୍ତର ସୁଅ
ତା ହାତ ସ୍ପଶରେ କି ଯାଦୁ ରହିଥାଏ
ବିନା ବର୍ଷାରେ ମୁଁ ଓଦା ହୋଇଯାଏ
କେମିତି କହିବି ତାକୁ ଜାଣି ନାହିଁ
ଭଲପାଏ ବୋଲି କହିପାରେ ନାହିଁ।
ସକାଳୁ ଉଠିଲେ ମୁଁ ତା କଥା ଭାବୁଥାଏ
ଜାଣେନି କି ପ୍ରତିଦିନ ସେ ମୋ କଥା ଭାବୁଥାଏ
ଛବି ତାର ଅସୁମାରୀ ସାଗର ର ଢେଉ
ଲଙ୍ଘିଯିବ କୂଳ କେତେବେଳେ ଯେ ଆଉ
ଜାଣି ନାହିଁ ତା ସ୍ବପ୍ନର କିଏ ରହିଛି ସୈଦାଗର
ନା ତା ପ୍ରତି ସ୍ବପ୍ନର ମୁ ହେବି ସୈଦାଗର

0 Comments