ତୁମ ଆଖିରୁ ପାରୁଛି ବୁଝି ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ

ଆଖିରେ ତମର ଆଲେଖା ଛବି

ଦେଖି ମୁଁ ପାଗଳ ଆଜି

ସେ ଆଖି ଧାରରେ କଜଳର ଗାର

ଆଣେ ମୋ ମନରେ ଖୁସି।

ପ୍ରେମର ପ୍ରଥମ ଅବୁଝା ଗୀତକୁ

ତମ ଆଖିରୁ ପାରୁଛି ବୁଝି।

ସେ ଆଖିରେ ଲୁଚି ରହିଛି

ଆହୁରି ଅନେକ ସ୍ମୃତି।



Post a Comment

0 Comments