ଝିଅଙ୍କ ପ୍ରେମ ଓଡ଼ିଆ କବିତା by ପ୍ରକାଶ କୁମାର ରାଉତ

ଆଜିକାଲି ଝିଅ କାହାର ନୁହଁ

ଜାଗା ଦେଖି ସେମାନେ ମାରନ୍ତି ତୀର

ପୁଅମାନଙ୍କୁ ଖେଳନା ଭଳି ଖେଳନ୍ତି

ଖେଳ ସରିଗଲେ ପୁଣି ଗେଟ ଲଷ୍ଟ କହନ୍ତି।

4G ଗତିରେ ସେମାନେ ପ୍ରେମ କରନ୍ତି

DRESS ବଦଳାଇଲା ଭଳି LOVER ବଦଳାନ୍ତି।

ପଇସାଵାଲା ପୁଅ ଦେଖି SETING ହୁଅନ୍ତି

ପଇସା ସରିଗଲେ ଅଲଗା ଜାଗା ଦେଖି 

SHIFT ହୋଇଯାଆନ୍ତି।

DALLY କହିବେ MOBILE ରେ BLANCE ରିଚାର୍ଜ କର

ନହେଲେ ଆମ BREAK UP ହେବ ଜାଣ।

ଜଣକ ସାଥେ CINEMA ଯିବେ

ଆଉ ଜଣକ ସାଥେ PARK

ROMANCE କରିବେ ଜଣକ ସାଥେ 

FULL TO BINDAS

LOVE ର DEFINATION କୁ 

ଏମାନେ ବଦଳାଇଦେଲେ

TIME PASS ନାମେ ଏକ ପ୍ରେମ ପ୍ରଥା ସୁରୁ କଲେ।

Post a Comment

0 Comments